Jump to content

ରଗଡ଼ି

ଉଇକିଅଭିଧାନ‌ରୁ

ରଗଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ରଗଡ଼=ବଡ଼ ଢକ୍କା, ବଡ଼କାଠ)

[ସମ୍ପାଦନା]
୧. ଢ଼ୋଲ ବା ମୃଦଙ୍ଗକୁ ଜୋରରେ ବଜାଇବାର ଶବ୍ଦ; ଢ଼ୋଲଦ୍ୱାରା ଅବତାର ବାଜା —୧. Sound of a series of quick beatings of a drum.
୨. ଆମୋଦ ପ୍ରମୋଦର ହପ୍ପା; କୌତୁକ; ମଉଜ —୨. Hilarity; fun; amusement; fit of merriment.
୩. ରାଗର ବା କଳିର ହପ୍ପା —୩. A paroxysm or heat of rage.
୪. କଠିନ ବସ୍ତୁର ଘର୍ଷଣ; ମର୍ଦ୍ଦନ —୪. Rubbing of two hard things against each other; grinding.
୫. ଦାନ୍ତର ପରସ୍ପର ଘର୍ଷଣ — ୫. Grinding of the teeth.

[ଉ— ମେଘ ଘଡ଼ଘଡ଼ିକି ଦନ୍ତୀର ରଗଡ଼ କୃଷ୍ଣସିଂହ. ମହାଭାରତ. ଆଦି]

୬. କଠୋର ପରିଶ୍ରମ — ୬. Hard labour.
୭. ଜିଗର୍ —୭. Obstinacy.
୮. ପୌନଃପୁନ୍ୟ —୮. Repeatedness.

ବିଶେଷଣ -

[ସମ୍ପାଦନା]
୧. ଟାଣ; ଦୃଢ଼ —୧. Hard; strong.

[ଉ—ଅନ୍ତକ ରଗଡ଼େ ଝିଙ୍କିବ ତେତିକି ରାଧାନାଥ ଦରବାର]

୨. ରେଗଡ଼ା —୨. Rough-grained.
୩. ଜିଗର୍ଦାର — ୩. Obstinate; importune.



ରଗଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗୋଡ଼ି; କଙ୍କର —Peebles; gravel.

ବିଶେଷଣ -

[ସମ୍ପାଦନା]

ରଗଡ଼ିଆ; କଙ୍କରମୟ —Gravelly.

(ଉ—ଠାବେ ଠାବେ ପୁଣି ଟାଙ୍ଗର ମୁଣ୍ଡିଆ; ଉଭା ରୂକ୍ଷ ଟଙ୍କ ରଗଡ଼ି ରାଧାନାଥ. ମହେନ୍ଦ୍ରଗିରି)