ରଗଡ଼େଇବା
=== ଦେଶଜ - କ୍ରିୟାପଦ -
(ରଗଡ଼ିବା କ୍ରିୟାର ଣିଜନ୍ତ ରୂପ) ===
The causative form of (Ragaṟḍ̠ibā)—
ଅନ୍ୟଦ୍ୱାରା ରଗଡ଼ିବା କାର୍ଯ୍ୟ କରାଇବା —To cause to be ground by another.