Jump to content

ରଗଡ଼ କରିବା

ଉଇକିଅଭିଧାନ‌ରୁ

ରଗଡ଼ କରିବା

ଉଚ୍ଚାରଣ

[ସମ୍ପାଦନା]

ରଗଡ଼ ପକା(କେ)ଇବା, ରଗଡ଼ ମାରିବା,ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଘନଘନ ଯାତାୟାତ କରିବା — ୧. To visit a place in quick succession.
୨. ମଉଜ କରିବା —୨. To make a fun; to make merriment.