Jump to content

ରଗଡ଼ ଝଗଡ଼

ଉଇକିଅଭିଧାନ‌ରୁ

ରଗଡ଼ ଝଗଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)

[ସମ୍ପାଦନା]
୧. ଟଣା ଓଟରା — ୧. Drawing and dragging.
୨. ଧିକିମାକି; ଭାଉରେ ଟଣା ଓଟରା —୨. Higgling and haggling.

[ଉ—ମୋଟା କାରବାର, ରଗଡ଼ ଝଗଡ଼ ନାହିଁ. କଥା ପଦପଦକେ ସଉଦା ଫକୀରମୋହନ. ଗଳ୍ପସ୍ୱଳ୍ପ]

୩. ଅତ୍ୟାଚାର; ଜୁଲମ —୩. Oppression.
୪. ରଗଡ଼ାଝଗଡ଼ା (ଦେଖ) - — ୪. Ragaṟḍ̠ā jhagaṟḍ̠ā(See)