ରଗ ମରିଯିବା
ଦେଖଣା
ରଗ ମରିଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଗ ମରିଯିବା
|
=== ଦେଶଜ - ବିଶେଷ୍ୟ -
- ୧. ଉପଯୁକ୍ତ ପ୍ରତିଘାତଦ୍ୱାରା ରାଗର ଶାନ୍ତି ହେବା —୧. The cooling of rage on being met with rage.
- ୨. ପରିଶ୍ରମଦ୍ୱାରା ସ୍ଫୁର୍ତ୍ତିର ସାନ୍ତି —୨. Cooling of itching or sprightliness by hard labour.
[ଯଥା—ବୁଢ଼ା ହୋଇ ଯିବାରୁ ତାର ରଗ ମରି ଗଲାଣି]