Jump to content

ରଗ ମାରିବା

ଉଇକିଅଭିଧାନ‌ରୁ

ରଗ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବ୍ୟକ୍ତିର ଆଣ୍ଟା ଭାଙ୍ଗିଦେବା; ବଳ ଭାଙ୍ଗି ଦେବା



ରଗ ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - କ୍ରିୟାପଦ -

୧. ରାଗଦ୍ୱାରା ଅନ୍ୟର ରାଗକୁ ଶାନ୍ତ କରାଇବା —୧. To cool a person's rage by meeting it with equivalent rage.
୨. (ବ୍ୟଙ୍ଗ) କଠିନ ପରିଶ୍ରମାଦି କରାଇ କାଣ୍ଡୂ ମାରି ଦେବା —୨. To kill or cool one's sprightliness or itching by making him labour hard.
୩. ଶିରା ଦେଖି ଚଡ଼ୂ ଦେବା; ଶିରାରେ ଚଡ଼ୁ ଦେଇ ବିନ୍ଧା ବନ୍ଦ କରିବା —୩. To stop or cure throbbing or aching by searing the proper vein.