Jump to content

ରଗ ରଗ

ଉଇକିଅଭିଧାନ‌ରୁ

ରଗ ରଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ଦେଶଜ - ଅ.

୧. ରଗ୍ ରଗ୍ (ଦେଖ) - — ୧. Rag rag (See)
୨. ଅତ୍ୟନ୍ତ କ୍ରୋଧାନ୍ୱିତ —୨. Angry; raging with anger.
୩. କ୍ରୋଧରେ ଫଁ ଫଁ ହେବା; ରାଗରେ ତମ— ତମ —୩. Frowning with anger; foaming with rage; scowling.

ବିଶେଷଣ -

[ସମ୍ପାଦନା]
୧. ବାଲିଆଦି ପଡ଼ିବା ଯୋଗୁଁ ଚକ୍ଷୁର କଣ୍ଡୂୟନ —୧. Itching of the eyes due to the presence of sand.

ବିଶେଷ୍ୟ -

[ସମ୍ପାଦନା]
୧. କ୍ରୋଧ —୧. Anger; rage.
୨. କ୍ରୋଧର ହପ୍ପା —୨. A fit of rage.
୩. କ୍ରୋଧଜନିତ ଭ୍ରୂକୁଟୀ —୩. Bitterness due to rage; frowning due to anger.