ରଘୁନନ୍ଦନ ଭଟ୍ଟାଚାର୍ଯ୍ୟ
ଦେଖଣା
ରଘୁନନ୍ଦନ ଭଟ୍ଟାଚାର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବଙ୍ଗୀୟ ସ୍ମୃତି ଗ୍ରନ୍ଥକାର — Name of a commentator on the Hindu law whose opinion prevails in Bengal.
[ଦ୍ରଷ୍ଟବ୍ୟ —ଏ ଚୈତନ୍ୟଦେଙ୍କ ସମସାମୟିକ ଥିଲେ ନବଦ୍ୱୀପ ଏହାଙ୍କ ଜନ୍ମସ୍ଥାନ ଏ ମନ୍ୱାଦିସ୍ମୃତିରୁ ଓ ପୁରାଣରୁ ସାର ସଂଗ୍ରହ କରି ବର୍ତ୍ତମାନକାଳୋପଯୋଗୀ ଅଷ୍ଟବିଂଶତି ତତ୍ତ୍ୱଯୁକ୍ତ ବ୍ୟବସ୍ଥାଗ୍ରନ୍ଥ ରଚନା କରି ଯାଇ ଅଛନ୍ତି ଏହାଙ୍କ ସ୍ମୃତି ଅନୁସାରେ ବଙ୍ଗୀୟ ହିନ୍ଦୁସମାଜ ୩ବର୍ତ୍ତମାନ ପରିଚାଳିତ (ସୁବଳତନ୍ଦ୍ର)]