ରଘୁନାଥ ରାଓ
ଦେଖଣା
ରଘୁନାଥ ରାଓ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁନାର ତଦାନୀନ୍ତନ ପେଶବାଙ୍କ ଭାଇ — Name of a brother of the Peṡwa.
[ଦ୍ରଷ୍ଟବ୍ୟ —ଏ ଖ୍ରୀ ୧୭୫୮:ରେ ପଞ୍ଜାବ ଆକ୍ରମଣ କଲେ ଓ ଏଥିଯୋଗୁଁ ଅଯୋଧ୍ୟାର ନବାବ୍ ଆହାମଦ୍ସାହା ଆବ୍ଦାଲୀ ଓ ରୋହିଲାମାନଙ୍କ ସହାୟତାରେ ମରହଟ୍ଟାଙ୍କ ସଙ୍ଗେ ତୃତୀୟ ପାଣିପଥ ଯୁଦ୍ଧ ଖ୍ରୀ ୧୭୬୧:ରେ କରି ମରହଟ୍ଟାମାନଙ୍କୁ ପରାସ୍ତ କଲେ—ପ୍ରୋଥେରା ଭାରତ ଇତିହାସ