Jump to content

ରଘୁନାଥ ରାବ

ଉଇକିଅଭିଧାନ‌ରୁ

ରଘୁନାଥ ରାବ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୁନାର ତଦାନୀନ୍ତନ ପେଶବାଙ୍କ ଭାଇ — Name of a brother of the Peṡwa.

[ଦ୍ରଷ୍ଟବ୍ୟ —ଏ ଖ୍ରୀ ୧୭୫୮:ରେ ପଞ୍ଜାବ ଆକ୍ରମଣ କଲେ ଓ ଏଥିଯୋଗୁଁ ଅଯୋଧ୍ୟାର ନବାବ୍ ଆହାମଦ୍ସାହା ଆବ୍ଦାଲୀ ଓ ରୋହିଲାମାନଙ୍କ ସହାୟତାରେ


ମରହଟ୍ଟାଙ୍କ ସଙ୍ଗେ ତୃତୀୟ ପାଣିପଥ ଯୁଦ୍ଧ ଖ୍ରୀ ୧୭୬୧:ରେ କରି ମରହଟ୍ଟାମାନଙ୍କକୁ ପରାସ୍ତ କଲେ—ପ୍ରୋଥେରା ଭାରତ ଇତିହାସ