Jump to content

ରଘୁବଂଶୀ

ଉଇକିଅଭିଧାନ‌ରୁ

ରଘୁବଂଶୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରଘୁବଂଶ+ଇନ୍;୧ମା ୧ବ)

[ସମ୍ପାଦନା]

ରଘୁବଂଶରେ ଜାତ ରାମଚନ୍ଦ୍ର —Rāmachandra.

(ଉ—ରାମ ମଖକୁ ଚାହି କହଇ ବିଶେଷ୍ୟ - କଳାଇ ଶୁଣ ଧାର୍ମିକ ରଘୁବଂଶୀ)— ବିଶ୍ୱନାଥ. ବିଚିତ୍ରରାମାୟଣ)