Jump to content

ରଘୁ କୁଳ ତିଳକ

ଉଇକିଅଭିଧାନ‌ରୁ

ରଘୁ କୁଳ ତିଳକ

ଉଚ୍ଚାରଣ

[ସମ୍ପାଦନା]

(ରଘୁ କୁଳପ୍ରଦୀପ, ରଘୁକୁଳମଣି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ରୂପକ; ରଘୁକୁଳ+ତିଳକ)

[ସମ୍ପାଦନା]

ରଘୁବଂଶର ପ୍ରଧାନ ବ୍ୟକ୍ତି; ରାମଚନ୍ଦ୍ର — Name of Rāmachandra.