Jump to content

ରଘୁ ବଂଶ

ଉଇକିଅଭିଧାନ‌ରୁ

ରଘୁ ବଂଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ରଘୁ +ବଂଶ)

[ସମ୍ପାଦନା]
୧. ରଘୁ ରାଜାଙ୍କର ବଂଶ; ରଘୁକୁଳ —୧. The dynasty of king Raghu.
୨. (ବହୁବ୍ରୀହି; ରଘୁ— ବଂଶ ବର୍ଣ୍ଣିତ ହୋଇଅଛି ଯହିଁରେ)—କାଳିଦାସ ପ୍ରଣୀତ ମହାକାବ୍ୟ —୨. Name of the Sankrit epic poem by Kāḻidāsa.

[ଦ୍ରଷ୍ଟବ୍ୟ — ରଘୁବଂଶ ମହା—କାବ୍ୟରେ ରଘୁଙ୍କ ପିତା ଦିଲୀପଙ୍କ ଠାରୁ କୁଶଙ୍କ ପୁତ୍ର ଅଗ୍ନି ବର୍ଣ୍ଣ ପର୍ଯ୍ୟନ୍ତ ଅଯୋଧ୍ୟାର ରାଜାମାନଙ୍କ ବିଷୟ ବର୍ଣ୍ଣିତ ଅଛି ଏ ମହାକାବ୍ୟ ୧୯: ସର୍ଗରେ ବିଭକ୍ତ ପ୍ରଥମ ୮ ସର୍ଗରେ ଦିଲୀପ, ରଘୁ ଓ ଅଜଙ୍କ ବିଷୟ, ୯ମ ଠାରୁ ୧୫ଶ ସର୍ଗରେ ଦଶରଥ ଓ ଶ୍ରୀରାମଚନ୍ଦ୍ରଙ୍କର ଓ ଅବଶିଷ୍ଟ ୪ ସର୍ଗରେ କୁଶ ଓ ତାଙ୍କ ପୁତ୍ର ଅଗ୍ନିବର୍ଣ୍ଣଙ୍କ ବିଷୟ ବର୍ଣ୍ଣିତ ହୋଇଅଛି ରଚନାର ଲାଳିତ୍ୟ ଓ ମାଧୁର୍ଯ୍ୟ ଓ ଭାଷାର ସରଳତାରେ ଏହି କାବ୍ୟ ସଂସ୍କୃତରେ ଅଦ୍ୱିତୀୟ ଏ କାବ୍ୟର ମଲ୍ଲିନାଥ— କୃତ ଟୀକା ସର୍ବତ୍ର ଆଦୃତ ଓ ପ୍ରସିଦ୍ଧ]