Jump to content

ରଘୂନାଥ ଦାସ

ଉଇକିଅଭିଧାନ‌ରୁ

ରଘୂନାଥ ଦାସ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ପଞ୍ଚଦଶ ଶତାବ୍ଦୀର ବଙ୍ଗୀୟ କବିବିଶେଷ —୧. Name of a very pious Bengali B&aline;i̱shṇaba poet who was contemporary of Ch&aline;i̱tanya.

[ଦ୍ରଷ୍ଟବ୍ୟ —ଏ ଚୈତନ୍ୟଦେବଙ୍କ ସମସାମୟିକ ଜଣେ ଧନିପୁତ୍ର ଓ ଭକ୍ତପ୍ରବର ଥିଲେ ଏହାଙ୍କ ପିତା ଗୋବର୍ଦ୍ଧନ ଚତୁର୍ଦ୍ଦଶ ଶତାବ୍ଦୀରେ ବଙ୍ଗଳାର ନବାବଙ୍କଠାରୁ 'ସପ୍ତଗ୍ରାମ' ନାମକ 'ପତ୍ତନି' ତାଲୁକର ଇଜରାଦାରି ପାଇଥିଲେ; ରଘୁନାଥ ପରମବୈଷ୍ଣବ ହୋଇ ନିର୍ଲିପ୍ତଭାବରେ ସଂସାରଯାତ୍ରା; ନିର୍ବାହ କରୁଥିଲେ ଓ ଶ୍ରୀ ଚୈତନ୍ୟଦେବଙ୍କର ପ୍ରଧାନ ଭକ୍ତ ଥିଲେ ଶ୍ରୀ ଚୈତନ୍ୟଙ୍କ ଦେହତ୍ୟାଗ ପରେ ଏ ବୃନ୍ଦାବନକୁ ଯାଇ ରାଧାକୁଣ୍ଡନିକଟରେ ବାସ କଲେ ଓ ସେହିଠାରେ ଦେହତ୍ୟାଗ କଲେ ଏହାଙ୍କ ରଚିତ ବଙ୍ଗଳା ଉପଦେଶା— ମୃତ, ମନଃଶିକ୍ଷା, ଶ୍ରୀ ଚୈତନ୍ୟ ସ୍ତବ କଳ୍ପବୃକ୍ଷ, ବିଳାପ— କୁସୁମାଞ୍ଜଳି, ଶ୍ରୀ ପ୍ରେମାମ୍ୱୁଜ ମକରନ୍ଦଆଦି ବୈଷ୍ଣବସମାଜରେ ପରମାଦୃତ—ସୁବଳଚନ୍ଦ୍ର]

୨. ଅଷ୍ଟାଦଶ ଶତାବ୍ଦୀର ଉତ୍କଳୀୟ କବିବିଶେଷ —୨. Name of an Oriya poet of the ୧୮th century.

[ଦ୍ରଷ୍ଟବ୍ୟ —ଏ ବିଦ୍ୟାକଳ୍ପଲତିକା, ପ୍ରାୟଶ୍ଚିତ୍ତ ତରଙ୍ଗିଣୀ ଓ ଉତ୍ତପ୍ତ ତରଙ୍ଗିଣୀ ପ୍ରଭୃତି ସଂସ୍କୃତ ଗ୍ରନ୍ଥ ପ୍ରଣୟନ କରିଥିଲେ ଜଗବନ୍ଧୁ. ପ୍ରାଚୀନ ଉତ୍କଳ]