ରଘୋଜୀ ଭୋଁସଲା
ଦେଖଣା
ରଘୋଜୀ ଭୋଁସଲା
ଉଚ୍ଚାରଣ
[ସମ୍ପାଦନା][ରଘୁ(ଘୋ)ଜୀଭୋ(ଭୋଁ)ସ୍ଳା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ରଘୋଜୀ ଭୋଁସଲା
|
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ମଧ୍ୟପ୍ରଦେଶସ୍ଥ ନାଗପୁର ରାଜ୍ୟର (ଭୋଁସଲାଉପାଧିଧାରୀ) ମରହଟ୍ଟା ରାଜବଂଶର ପ୍ରଥମ ରାଜା ଓ ତାଙ୍କ ଅଣନାତି —Name of ୨ Marhatta kings of Nagpur from the latter of whom the English got Orissa by the treaty of Debagrāma.
[ଦ୍ରଷ୍ଟବ୍ୟ —ଏ ବଙ୍ଗର ନବାବ୍ ଆଲିବର୍ଦ୍ଧି ଖାଁଙ୍କଠାରୁ ଓଡ଼ିଶାକୁ ୧୭୫୨: ଖ୍ରୀଷ୍ଟାବ୍ଦରେ ଜୟ କରିଥିଲେ ଏବଂ ଏହାଙ୍କୁ ବଙ୍ଗଦେଶ ପାଇଁ ୧୨: ଲକ୍ଷ ଟଙ୍କା ବାର୍ଷିକ 'ଚୌଥ' ଦେବାକୁ ଆଲିବର୍ଦ୍ଧି ଖାଁ ସ୍ୱୀକାର କରିଥିଲେ ଏହାଙ୍କ ପୁତ୍ର ଜାନୋଜୀଙ୍କର ନାତି ଆଉ ଜଣେ ପରବର୍ତ୍ତୀ ରାଜା ରଘୁଜୀ— ଭୋଁସ୍ଲାଙ୍କଠାରୁ ଇଂରାଜମାନେ ଦେବଗ୍ରାମର ସ୍ମରଣୀୟ ସନ୍ଧିଦ୍ୱାରା ଓଡ଼ିଶାକୁ ପ୍ରାପ୍ତ ହୋଇ ୧୮୩: ସାଲରେ ଓଡ଼ିଶା ଅଧିକାର କଲେ]