ରଙ୍କୁଣା
ଦେଖଣା
ରଙ୍କୁଣା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ରଙ୍କୁଣୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଂ—(ସଂସ୍କୃତ - ରଙ୍କ)
[ସମ୍ପାଦନା]- ୧. ଦରିଦ୍ର —୧. Poor.
- ୨. କୃପଣ —୨. Miserly.
- ୩. ଖାଦ୍ୟଲୋଲୁପ — ୩. Avaricious after food.
- ୪. କୌଣସି ବିଷ ପାଇଁ ଲାଳାୟିତ —୪. Eagerly hankering after something.
(ଉ—ସେ ଯେ ଚତୁରୀ ଶିରୋମଣି, ଶ୍ରୀକୃଷ୍ଣଚରିତ ରଙ୍କୁଣୀ ରାମଦାସ— ଦାର୍ଢ୍ୟତାଭକ୍ତି)—
(ଦ୍ର—ଏ ଶବ୍ଦ ଗାଳିରେ ମଧ୍ୟ ବ୍ୟବହୃତ ହୁଏ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରଙ୍କ (ଦେଖ) - —Ranka (See)
[ଉ—ରଙ୍କୁଣା (ଣୀ) ପାଇଛି ଇଲିସୀ, କଣ୍ଟାମଣ୍ଟା କରି ଗିଳୁଛି—ଢଗ]