Jump to content

ରଙ୍କୁଣୀ ରତନ

ଉଇକିଅଭିଧାନ‌ରୁ

ରଙ୍କୁଣୀ ରତନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ରଙ୍କୁଣୀ ଶଙ୍ଖାଳି, ରଙ୍କୁଣୀନିଧି, ରଙ୍କୁଣୀ ଥାତି—ଅନ୍ୟରୂପ)

=== ଦେଶଜ - ବିଶେଷ୍ୟ -

(ଲକ୍ଷାଣାର୍ଥ—ଦରିଦ୍ର ଆଖିରେ ରତ୍ନର ଆଦର; ଏହି ଭାବରୁ (ସ୍ନେହ—ସମ୍ୱୋଧନ) ପ୍ରିୟତମ ବ୍ୟକ୍ତି —(a term of loving adress) One's beloved being.

[ଉ—ରଙ୍କୁଣୀ ରତନ ମୋର ମହୁଡ଼ର ମଣି ନନ୍ଦକିଶୋର ସୀତାବନବାସ])