ରଙ୍କ ଧନ
(ରଙ୍କୁଣୀଧନ—ଅନ୍ୟରୂପ)
ରଙ୍କର ବା ଦୁଃଖୀ ବ୍ୟକ୍ତିର ଧନ ବା ରତ୍ନ ଯେପରି ଆଦରଣୀୟ ବା ପ୍ରିୟ, ସେହିପରି ପ୍ରିୟତମ ବ୍ୟକ୍ତି — Dearest or beloved person; a person as dear to a man as are riches to the poor.