Jump to content

ରଙ୍ଗବାଣ

ଉଇକିଅଭିଧାନ‌ରୁ

ରଙ୍ଗବାଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରତିଫଳ ଗଛ —୧. The Indian shot; Canna Indica.

[ଦ୍ରଷ୍ଟବ୍ୟ —ଏ ଗୁଳ୍ମ ଅଦା ଓ ହଳଦି ଗୁଳ୍ମ ପରି; ଫଳ କାଙ୍କଡ଼ ପରି; ମଞ୍ଜି କାଙ୍କଡ଼ମଞ୍ଜି ପରି, କିନ୍ତୁ କଳା]

୨. ପୁଷ୍ପବିଶେଷ; ନାଲି ଗୋଡ଼ିବାଣ (ଗୋଡ଼ିବାଣ ଦେଖ) ୨. A species of red flower.

(ଉ— ବିଭୂଷା ରଙ୍ଗବାଣେ, ଭୂଷାଯିବ ମୋ ବାଣେ, ଏ ରଣେ ଶରଣ କେ ତାର ସେ—ଭଞ୍ଜ. ବୈଦେହୀଶବିଳାସ)