Jump to content

ରଙ୍ଗାଇବା

ଉଇକିଅଭିଧାନ‌ରୁ

ରଙ୍ଗାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ରନ୍ଜ ଧାତୁ ଣିଚ)

[ସମ୍ପାଦନା]
୧. ରଞ୍ଜିତ କରିବା —୧. To paint.
୨. ରକ୍ତ— ବର୍ଣ୍ଣ କରିବା —୨. To redden.
୩. ରକ୍ତ— ବର୍ଣ୍ଣ ଧାରଣ କରିବା —୩. To become red.

[ଉ— ଚଅଁର ରଙ୍ଗେଇଲା, ଦିନଦିନକର ଭାବପୀରତି, ଦଇବ ଭଙ୍ଗେଇଲା—ଢଗ]

୪. (ପ୍ରୟୋଜକ)—ଅନ୍ୟଦ୍ୱାରା ରଞ୍ଜନ କର୍ମ କରାଇବା —୪. To cause to paint.