ରଙ୍ଗାଚଙ୍ଗା
ଦେଖଣା
ରଙ୍ଗାଚଙ୍ଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଙ୍ଗାଚଙ୍ଗା
|
ଦେଶଜ - ବିଶେଷଣ -
[ସମ୍ପାଦନା]ରଙ୍ଗଚଙ୍ଗା (ଦେଖ) - —Raṅgachaṅga (See).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚିତ୍ର ବିଚିତ୍ରତା — ୧. Diversirty in colour; variegation; particolouredness.
- ୨. ଆଡ଼ମ୍ୱର — ୨. Splendour; ado.
- ୩. ଆମୋଦ ପ୍ରମୋଦ — ୩. Amusement; fun.