ରଙ୍ଗାଜୀବୀ
[ରଙ୍ଗାଜୀବିନୀ—ସ୍ତ୍ରୀ]
ଯେ ଚିତ୍ର ବା ରଙ୍ଗ କରିବାଦ୍ୱାରା ପେଟ ପୋଷେ —Earning livehood by painting or dyeing.
ରଙ୍ଗାଜୀବ (ଦେଖ) - —Raṅgājība (See)