Jump to content

ରଙ୍ଗାଧର

ଉଇକିଅଭିଧାନ‌ରୁ

ରଙ୍ଗାଧର

ଉଚ୍ଚାରଣ

[ସମ୍ପାଦନା]
(ରଙ୍ଗାଧରୀ—ସ୍ତ୍ରୀ)
  • (file)
  • (file)

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ବହୁବ୍ରୀହି; ରଙ୍ଗ=ରକ୍ତବର୍ଣ୍ଣ+ଅଧର ଯାହାର)

[ସମ୍ପାଦନା]

ଲୋକଙ୍କୁ ଦିଆଯିବା ନାମ —Name given to person.

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ରକ୍ତବର୍ଣ୍ଣ ଅଧର ବିଶିଷ୍ଟ —Red-lipped.