Jump to content

ରଙ୍ଗାବତାର

ଉଇକିଅଭିଧାନ‌ରୁ

ରଙ୍ଗାବତାର

ଉଚ୍ଚାରଣ

[ସମ୍ପାଦନା]

ରଙ୍ଗାବତାରକ, ରଙ୍ଗାବତାରୀଅନ୍ୟରୂପ

ରଙ୍ଗାବତାରା, ରଙ୍ଗାବତାରିକା, ରଙ୍ଗାବତାରିଣୀ—ସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ନଟ —୧. An actor.
୨. ସୂତ୍ର ଧାର; ଯେ ପ୍ରଥମେ ରଙ୍ଗ ଭୂମିରେ ନାଟକର ଅବତାରଣା କରେ —୨. Manager of a theatre the actor who introduces the play.