ରଙ୍ଗା ରଙ୍ଗା
ରକ୍ତବର୍ଣ୍ଣବିଶିଷ୍ଟ (ଏକାଧିକ ବସ୍ତୁ) —Of red colour (plural).
[ଉ—ଚେକି ଚେକି ମଦରଙ୍ଗା, ଫୁଲ ଫୁଟେ ରଙ୍ଗା ରଙ୍ଗା— ଶିଶୁଗୀତ]