ରଙ୍ଗିଆ ରାଇ
ଦେଖଣା
ରଙ୍ଗିଆ ରାଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ନାଲିଧାନ —A kind of red paddy producing white rice.
[ଉ— ଧାନ ନାଆଁ ରଙ୍ଗିଅରାଇ, ୟାକୁ ନ ଛାଡ଼ିବୁ ଚଷାଭାଇ!— କୃଷିବଚନ; ଧାନ କରିଥିବ ରଙ୍ଗିଆରାଇ, ଭାତକୁ ସୁନ୍ଦର ଲିଆକୁ ବାଇ—କୃଷିବଚନ]
[ଦ୍ରଷ୍ଟବ୍ୟ —ଏହା ପ୍ରଚୁର ପରିମାଣରେ ଫଳେ ଏଥିରୁ ଧଳାଚାଉଳ ବାହାରେ]