Jump to content

ରଙ୍ଗିଣୀ

ଉଇକିଅଭିଧାନ‌ରୁ

ରଙ୍ଗିଣୀ

ଉଚ୍ଚାରଣ

[ସମ୍ପାଦନା]
(ରଙ୍ଗୀ—ପୁଂ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ରଙ୍ଗ+ଇନ୍+ସ୍ତ୍ରୀ)

[ସମ୍ପାଦନା]
୧. କୌତୁକ— କାରିଣୀ; କୌତୁକପ୍ରିୟ —୧. Sportive; fond of fun (woman).
୨. ରସିକା (ସ୍ତ୍ରୀ) — ୨. Witty (woman).
୩. ଅନୁରାଗିଣୀ — ୩. Loving; affectionate.
୪. ଯେ ରଙ୍ଗରେ ମାତିଥାଏ —୪. Engaged in merritment.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ମଧ୍ୟ ସମାସ ହୁଏ ଯଥା— ରଣରଙ୍ଗିନୀ; ରତିରଙ୍ଗିନୀ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶତମୂଳୀ; ଛତୁଆରୀ ଲତା —୧. (a thorny creeper) Asparagus Racemosus.
୨. କୈବର୍ତ୍ତିକା; କେଉଟିଆ ମୁଥା —୨. A sort of grass with fragrant bulbous root; Cyperus Rotundus.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରଙ୍ଗଣୀ (୧) ଦେଖ —Raṅgaṇī (୧) (See)

(ଉ—ଥୋପି ପଡ଼ିଲା ଯେ ରଙ୍ଗେ ରଙ୍ଗିଣୀ— ଗୋଲୋକ ଇନ୍ଦୁରେଖା)