Jump to content

ରଙ୍ଗିନି

ଉଇକିଅଭିଧାନ‌ରୁ

ରଙ୍ଗିନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ରଞ୍ଜିତ; ବର୍ଣ୍ଣବିଶିଷ୍ଟ — ୧. Coloured.
୨. ଚିତ୍ରିତ — ୨. Painted.
୩. ଚିତ୍ରବିଚିତ୍ର — ୩. Painted in various colours.

[ଯଥା— ରଙ୍ଗିନ୍ କାଗଜ ରଙ୍ଗିନ୍ କାର୍ଡ଼]