Jump to content

ରଙ୍ଗିଲା

ଉଇକିଅଭିଧାନ‌ରୁ

ରଙ୍ଗିଲା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ଓଡ଼ିଶାର ଶେଷ ସ୍ୱାଧୀନ ନରପତି ପ୍ରତାପରୂଦ୍ର ଦେବଙ୍କର ଜ୍ୟେଷ୍ଠ ପୁତ୍ର କଳ୍ୱୟଦେବଙ୍କ ପ୍ରଣୟିନୀ ବାଳିକା (କଲୁୟଦେବ ନାମମାତ୍ର ଏକ ବର୍ଷ ରାଜତ୍ୱ କରି ବିଶ୍ୱାସଘାତକ ମନ୍ତ୍ରୀ ଗୋବିନ୍ଦବିଦ୍ୟାଧରଙ୍କଦ୍ୱାରା ନିହତ ହୋଇଥିଲେ) —Name of a girl loved by the eldest son of Pratāpa Rudra Deba, the last independent king of Orissa.

ଦେଶଜ - ବିଶେଷଣ -

[ସମ୍ପାଦନା]

ରଙ୍ଗିଲର ସ୍ତ୍ରୀଲିଙ୍ଗ —Feminine of Raṅgila.