ରଙ୍ଗ କଇଁ
ଦେଖଣା
ରଙ୍ଗ କଇଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଙ୍ଗ କଇଁ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରକ୍ତ କୁମୁଦ ବା କମଳ)
[ସମ୍ପାଦନା]ରକ୍ତ କମଳ; ରକ୍ତୋତ୍ପଳ —Red water lily; Nymphia Rubra; Nymphia Lotus.
[ଦ୍ରଷ୍ଟବ୍ୟ —ଏହା କଇଁଜାତୀୟ, ରକ୍ତ ପୁଷ୍ପକ, ଜଳକ ଶାକ ବୈଦ୍ୟଶାସ୍ତ୍ର ମତରେ ଏହା କଟୁତିକ୍ତମଧୁର, ଶୀତଳ, ରକ୍ତଦୋଷହର, ପିତ୍ତକଫ— ନାଶକ, ସନ୍ତର୍ପଣକର ଓ ବୃଷ୍ୟ [ଦ୍ରଷ୍ଟବ୍ୟ ବ୍ୟଗୁଣ]