Jump to content

ରଙ୍ଗ କାଢ଼ିବା

ଉଇକିଅଭିଧାନ‌ରୁ

ରଙ୍ଗ କାଢ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଛଇ ବାହାର କରିବା; ଭଙ୍ଗୀ ଦେଖାଇବା —୧. To sport; to display some sportive peculiarity.
୨. କୌତୁକ କରିବା —୨. To make fun.