ରଙ୍ଗ ଖୋଲିବା
ଦେଖଣା
ରଙ୍ଗ ଖୋଲିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସ୍ୱାସ୍ଥ୍ୟ ଯୋଗୁଁ କୌଣସି ବ୍ୟକ୍ତିର ଚେହେରା ବା ଦେହର ବର୍ଣ୍ଣ ଆଭାମୟହେବା — ୧. The deepening of the colour, of one's skin or complexion on account of health.
- ୨. କୌଣସି ବସ୍ତୁରେ ବୋଳାଯାଇଥିବା ରଙ୍ଗ ଖୁବ୍ ଶୋଭାମୟ ବା ଦୀପ୍ତିମୟ ହେବା —୨. The shining of the colour put on a thing.