ରଙ୍ଗ ଚଙ୍ଗ
ଦେଖଣା
ରଙ୍ଗ ଚଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଙ୍ଗ ଚଙ୍ଗ
|
[ରଙ୍ଗଚଙ୍ଗିଆ—ଅନ୍ୟରୂପ]
ଦେଶଜ - ବିଣ—(ସଂ ରଙ୍ଗ ଓ ଚଙ୍ଗ=ଶୋଁଭନ)
[ସମ୍ପାଦନା]- ୧. ସୁନ୍ଦର ରଙ୍ଗଯୁକ୍ତ; ସୁଦୃଶ୍ୟ —୧. Of beautiful colour.
- ୨. ଚକ— ଚକିଆ; ଆଡ଼ମ୍ୱରମୟ —୨ Gaudy; fine; showy; splendid.
- ୩. ରଙ୍ଗିଆ; କୌତୁକ ପ୍ରିୟ —୩. Funny; fond of fun.
- ୪. ମଉଜୀ; ରସିଆ —୪. Fond of sport; sportive; gallant.