Jump to content

ରଙ୍ଗ ଜୀବିକ

ଉଇକିଅଭିଧାନ‌ରୁ

ରଙ୍ଗ ଜୀବିକ

ଉଚ୍ଚାରଣ

[ସମ୍ପାଦନା]

[ରଙ୍ଗୋପଜୀବୀ—ଅନ୍ୟରୂପ]

ସଂସ୍କୃତ - ବିପୁଲିଙ୍ଗ - (ରଙ୍ଗ+ଜୀବ୍. ଧାତୁ+ଅକ)

[ସମ୍ପାଦନା]
୧. ନାଟ୍ୟକାରକ; ନଟ; ଅଭିନେତା — ୧. An actor; a dancer.
୨. ଚିତ୍ରକର —୨. Painter; dyer