ରଙ୍ଗ ତାମସା

ଉଇକିଅଭିଧାନ‌ରୁ

ରଙ୍ଗ ତାମସା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର+ ସଂସ୍କୃତ - ରଙ୍ଗ+ଫାରାସୀ - ତାମସା)[ସମ୍ପାଦନା]

୧. ହାସ୍ୟ କୌତୁକ —୧. Fun.
୨. ନାଟରଙ୍ଗ —୨. Dancing and frolic.
୩. ଥଟ୍ଟା —୩. Joke; jest.