Jump to content

ରଙ୍ଗ ଦାରକ

ଉଇକିଅଭିଧାନ‌ରୁ

ରଙ୍ଗ ଦାରକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କଙ୍କୁଷ୍ଠ; ମୃତ୍ତିକା ବିଶେଷ —A kind of medicinal earth.

[ଦ୍ରଷ୍ଟବ୍ୟ —ଏହା ଧଳା ଓ ସୁନୁଲି; ଔଷଧରେ ବ୍ୟବହୃତ ହୁଏ (କଙ୍କୁଷ୍ଠ ଦେଖ); ଏହା ରେଚକ, କଟୁତିକ୍ତରସ, ଉଷ୍ଣବୀର୍ଯ୍ୟ ଓ ବର୍ଣ୍ଣପ୍ରଦ ଏହା କ୍ରିମି, ଶୋଥ୍ୟ ଉଦରାଧ୍ମାନ, ଗୁଳ୍ମ, ଆନାହ ଓ କଫ, ନାଶକ—ଦ୍ରବ୍ୟଗୁଣ]