Jump to content

ରଙ୍ଗ ଦେବୀ

ଉଇକିଅଭିଧାନ‌ରୁ

ରଙ୍ଗ ଦେବୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରାଧାଙ୍କର ସଖୀବିଶେଷ —୧. One of the companision of Rādhā.
୨. ଗଙ୍ଗ ଶିଉଳି — ୨. Night-flowering Jasmine; the weeping Nyctanthus.

[ଉ—ଭାବନ୍ତି ରଙ୍ଗଦେବୀ ଚମ୍ପକଲତା ମଧୁସୂଦନର ଭ୍ରମଣେ (୧ମ ଓ ୨ୟ ଅର୍ଥ)— ଭଞ୍ଜ. କୋଟିବ୍ରହ୍ମାଣ୍ଡସୂନ୍ଦରୀ]