Jump to content

ରଙ୍ଗ ପସରା

ଉଇକିଅଭିଧାନ‌ରୁ

ରଙ୍ଗ ପସରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଲୋଭନୀୟବର୍ଣ୍ଣଯୁକ୍ତ ପଣ୍ୟସାମଗ୍ରୀପୂର୍ଣ୍ଣ ପସରା ବା ଡାଲା —A tray full of fancy articles.

(ଉ—ରଙ୍ଗପସରା ସିନା ଭବସାଗର, ରଙ୍ଗ ଭିତରେ ଦେଖ କି ନାରଖାର— ମନବୋଧ ଚଉତିଶା)