Jump to content

ରଙ୍ଗ ଫକା ପଡ଼ିବା

ଉଇକିଅଭିଧାନ‌ରୁ

ରଙ୍ଗ ଫକା ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଖରା, ପାଣି, ପବନ, ଜଳବାୟୁ ବା କାଳର ପ୍ରଭାବରୁ କୌଣସି ବସ୍ତୁ ଉପରେ ଦିଆ ଯାଇଥିବା ରଙ୍ଗ ମ୍ଳାନ ହେବା; ରଙ୍ଗ ଛାଡ଼ିଯିବା — ୧. The waning of the colour or paint of a thing owing to exposure to air, sun or water.
୨. ଭୟ ବା ରୋଗ ଯୋଗୁଁ ଚେହେରା ବିବର୍ଣ୍ଣ ହେବା —୨. Paleness of one's appearance or countenance due to fear or disease.