Jump to content

ରଙ୍ଗ ଭଙ୍ଗ

ଉଇକିଅଭିଧାନ‌ରୁ

ରଙ୍ଗ ଭଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆମୋଦପୂର୍ବକ ନାନା ଭାବଭଙ୍ଗୀ ପ୍ରକାଶ — Lascivious gestures.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆମୋଦର ସ୍ରୋତରେ ବାଧାର ଉପସ୍ଥିତି; ରସଭଂଗ — Impediment to merriment; interruption in gaiety.