ରଙ୍ଗ ଭୂତି
ଦେଖଣା
ରଙ୍ଗ ଭୂତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି, ରଙ୍ଗ=ନୃତ୍ୟଗୀତାଦି+ଭୂତି=ହେବା; ଯେଉଁରାତ୍ରି ଦ୍ୟୂତାଦିକ୍ରୀଡ଼ାଦ୍ୱାରା ଅତିବାହିତ ହୁଏ)
[ସମ୍ପାଦନା]କୋଜାଗର ପୂର୍ଣ୍ଣିମା; ଆଶ୍ୱିନ ପୂର୍ଣ୍ଣିମା; କୌମୁଦୀ ପୂର୍ଣ୍ଣିମା; କୁମାର ପୂର୍ଣ୍ଣିମା; ଲକ୍ଷ୍ମୀ ପୂଜା —The fullmoon of the month of Āṡwina.
[ଦ୍ରଷ୍ଟବ୍ୟ —ଏ ରାତିରେ ଲକ୍ଷ୍ମୀ ପୃଥିବୀକୁ ବୁଲିବାକୁ ଆସି ଯାହାକୁ ରାତିରେ ଉନ୍ନିଦ୍ର ହେବାର ଦେଖନ୍ତି ତାକୁ ଧନଶାଳୀ କରାନ୍ତି ବୋଲି ଲୋକ ବିଶ୍ୱାସ]