ରଙ୍ଗ ଭୂମି
ଦେଖଣା
ରଙ୍ଗ ଭୂମି
ଉଚ୍ଚାରଣ
[ସମ୍ପାଦନା](ରଙ୍ଗ ପ୍ରାଙ୍ଗଣ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନାଟ୍ୟଭୂମି; ନାଟ୍ୟଶାଳା —୧. A stage; a theatre; a dancing hall.
- ୨. ଉତ୍ସବାଦି ପାଇଁ ଘେରାଯାଇ ଥିବା ସ୍ଥାନ —୨. A place enclosed for play, dancing or other amusements.
- ୩. ରଣଭୂମି — ୩. Field of battle.
- ୪. ମଞ୍ଚଭୂମି —୪. Wrestling ground; arena.
- ୫. (ଲକ୍ଷଣାର୍ଥ) ମନୁଷ୍ୟର କର୍ମକ୍ଷେତ୍ର —୫. One's field of action; field of one's activities.