ରଙ୍ଗ ମହଲ୍
ଦେଖଣା
ରଙ୍ଗ ମହଲ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. ରାଜପ୍ରସାଦ —୧. Palace.
- ୨. ରାଜପ୍ରାସାଦ ତୁଲ୍ୟ ଅଟ୍ଟାଳିକା — ୨. Palatial building.
- ୩. ବୈଠକଖାନା —୩. Parlour; drawing room.
- ୪. ସୁସଜ୍ଜିତ ନାଚଖାନା —୪. A well furnished dancing hall.
- ୫. ସୁସଜ୍ଜିତ ଶୟନାଗାର; କେଳି— ମନ୍ଦିର —୫. Well equipped sleeping sleeping room.
- ୬. ଭୋଗବିଳାସର ସ୍ଥାନ —୬. A place for amusements enjoyments.