ରଙ୍ଗ ମାର୍
ଦେଖଣା
ରଙ୍ଗ ମାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଙ୍ଗ ମାର୍
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ତାସ ଖେଳ —A kind of game of card; trump.
[ଦ୍ରଷ୍ଟବ୍ୟ —ଏ ଖେଳରେ ୨ ଜଣ ବା ୪ ଜଣ ଖେଳାଳୀ ଖେଳନ୍ତି ଜଣେ ଖେଳାଳୀ ତାସ୍ଗୁଡ଼ିକ ଫେଣ୍ଟିକରି ହାତରେ ଧରେ ଓ ଆଉ ଜଣେ ଖେଳାଳୀ ଉକ୍ତ ତାସ୍ ମୁଠାରୁ ଥୋଡ଼ାଏ ଉଠାଇ (କାଟି) ନିଏ କଟାଯିବା ତାସ୍ର ଯେଉଁ ରଙ୍ଗ ହୋଇଥାଏ, ସେହି ରଙ୍ଗର ତାସ୍ ମାନ ରଙ୍ଗ ବୋଲି ଧରାଯାଏ ଓ ତାସ୍ମାନ ଖେଳାଳୀଙ୍କ ମଧ୍ୟରେ ବଣ୍ଟା ହୁଏ ବଦରଙ୍ଗର ଯେ କୌଣସି ମୂଲ୍ୟର ତାସ୍କୁ ରଙ୍ଗର ସାମାନ୍ୟ ମୂଲ୍ୟର ତାସ୍ ଜିତି ନିଏ]