ରଙ୍ଗ ମୁଣ୍ଡିଆ
ଦେଖଣା
ରଙ୍ଗ ମୁଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରଙ୍ଗ ମୁଣ୍ଡିଆ
|
ଦେଶଜ - (ବ୍ୟଙ୍ଗ)ବିଶେଷଣ - ଓ ବିଶେଷ୍ୟ -
[ସମ୍ପାଦନା]ନାଲିପଗଡ଼ିଧାରୀ (ପୁଲିସ୍) — Wearing red trubans (literally red-headed) police- man.
[ଉ—ଦେଉଳ ତରଫରୁ ଶୃଙ୍ଖଳା ରଖିବା ନିମିତ୍ତ ବନ୍ଦୋବସ୍ତ କରା ଯାଇଥିଲେ ସୁଦ୍ଧା କେତେକ ରଙ୍ଗମୁଣ୍ଡିଆଙ୍କ କାର୍ଯ୍ୟକଳାପରେ ଲୋକମାନେ ବିଶେଷ ଅସୁବିଧା ଭୋଗ— କରିଥିଲେ—ଦୈନିକ ଆଶା]