Jump to content

ରଙ୍ଗ ଲତା

ଉଇକିଅଭିଧାନ‌ରୁ

ରଙ୍ଗ ଲତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବନ୍ଧୂକାଦି ବର୍ଗର ବୃହତ୍ କ୍ଷୁପ ବିଶେଷ — A creeper used as medicine for colic; Helicteres Ixora, Convolvulus Argenteus.

[ଦ୍ରଷ୍ଟବ୍ୟ —ଏହା ଏକ ପ୍ରକାର ଲତା ପତ୍ର ଦନ୍ତୁର; ଫୁଲ ଫକା ନାଲି; ଛୁଇଁ ୨୩ ଆଙ୍ଗୁଳ ଲମ୍ୱ, ଲୋମଶ, ବଙ୍କା ଓ ମୋଡିମୋଡ଼ିଆ ଏହା ଶୂଳନାଶକ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରଙ୍ଗଣୀ (ଦେଖ) - ୧. Raṅgaṇī (୧) (See)
୨. ପାଲାରେ ବର୍ଣ୍ଣିତ ମନୋହର ଫାସିଆରାର କନ୍ୟା —୨. The daughte of Maanohara Phāsiāra described in the Pālā of that name.