ରଙ୍ଗ ସଭା
ଦେଖଣା
ରଙ୍ଗ ସଭା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନୃତ୍ୟସଭା —୧. A gathering where dancing takes place.
- ୨. ନାଚଖାନା —୨. Dancing hall.
[ଉ—ରଙ୍ଗ ସଭାର ତଳେ ସାର, ଯେହ୍ନେ ଯୋଡ଼ିଏ ନୃତ୍ୟକାର ଜଗନ୍ନାଥ. ଭାଗବତ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କଂସ ଶ୍ରୀକୃଷ୍ଣଙ୍କୁ ନିମନ୍ତ୍ରଣ କରି ଦେଖାଇବାକୁ ନେଇଥିବା ନୃତ୍ୟଶାଳା — A dancing hall to which Kaṁsa had invited Ṡrīkṛushṇa.