ରଚକା ମାରିବା
ଘୂଡ଼ି ଉଡ଼ୁଥିବା ଅବସ୍ଥାରେ ସୂତା ଛାଡ଼ୁ ଛାଡ଼ୁ ହଠାତ୍ ନିଜର ହାତକୁ କ୍ଷିପ୍ର ଗତିରେ ପଛକୁ ନେଇ ଯିବା —To draw the hand backward abruptly while pulling the string of a paper kite.