ରଚନା କରିବା
ଦେଖଣା
ରଚନା କରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନିର୍ମାଣ କରିବା; ଗଢ଼ିବା —୧. To build.
- ୨. ବାକ୍ୟାଦି ବିନ୍ୟାସ କରିବା —୨. To compose.
- ୩. ସଜାଇବା —୩. To arrange.
- ୪. କଳ୍ପନା ଶକ୍ତି—ଦ୍ୱାରା ଆବିଷ୍କାର କରିବା —୪. To invent.
- ୫. (କଚିରିଆ) ମିଥ୍ୟା ବିଷୟକୁ ସତ୍ୟ ପରି ସଜାଇ ମକଦ୍ଦମା କରିବା —୫. To fabricate a case; to get up a false case.