ରଚନା କୌଶଳ
ରଚନା ଚାତୁରୀ, ରଚନା ଚାତୁର୍ଯ୍ୟ, ରଚନା ନିପୁଣତା, ରଚନା ନୈପୁଣ୍ୟ, ରଚନା ପଟୁତା, ରଚନା ପାଟବଅନ୍ୟରୂପ
ରଚନା କରିବାରେ ଚାତୁର୍ଯ୍ୟ ବା ନିପୁଣତା —Dexterity in composition; skill in arrangement or dressing.